ପୁରୀ: ଆନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତାରୁ ବଞ୍ଚିତ ହେଲେ ସୁଦର୍ଶନ ପଟ୍ଟନାୟକ । ମିଳିନାଲି ଭିସା । ମାସେ ପୂର୍ବରୁ କରିଥିଲେ ଆବେଦନ । ଟ୍ୱିଟ୍ କରି ଅସନ୍ତୋଷ ପ୍ରକାଶ କଲେ । ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ବଡ଼ ବଡ଼ ମନ୍ତ୍ରୀ, ଲେଖକ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଏହି ଘଟଣାକୁ ନିନ୍ଦା କରିଛନ୍ତି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Ex-MARKFED official jailed for graft
Biz mela for women entrepreneurs
Gold buyers opt for affordable alternatives amid record prices on Akshaya Tritiya