ଭୁବନେଶ୍ବର: ପୋଲିସର ତଦନ୍ତ ଓ ଗଣମାଧ୍ୟମରେ ଖବର ପ୍ରସାରଣକୁ ନେଇ କମିଶନରେଟ ପୋଲିସ ଆୟୋଜନ କରିଛି ସ୍ୱିସାଇଡ଼ ଏଣ୍ଡ ଲ ଏନଫୋର୍ସମେଣ୍ଟ ୱାର୍କସପ । ଏହି ସେମିନାରରେ ଓଡ଼ିଶାରେ ହେଉଥିବା ଆତ୍ମହତ୍ୟାର ନିରାକରଣ ଦିଗ ସମ୍ପର୍କରେ ବିଶିଷ୍ଟ ମନସ୍ତତ୍ତ୍ବବିତ ପ୍ରଫେସର ସୌମିତ୍ର ପଠାରେ କମିସନରେଟ ପୋଲିସ ଅଧିକାରୀମାନଙ୍କୁ ବକ୍ତୃତା ପ୍ରଦାନ କରି ସୁଚିନ୍ତିତ ମତାମତ ରଖିଛନ୍ତି।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Biz mela for women entrepreneurs
7-yr-old girl drowns in Mantei river
OPID court sentences man to 7 years RI, Rs 2.35L fine for crypto fraud