April 25, 2025

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଫିଫା ଫିବର୍: ସଂଧ୍ୟାରେ ଆମରିକାକୁ ଭେଟିବ ଭାରତ

ଭୁବନେଶ୍ୱର: ଆଜିଠୁ କଳିଙ୍ଗରେ ଫୁଟବଲ ମହାକୁମ୍ଭ । ଆରମ୍ଭ ହେବ ଅଣ୍ଡର-17 ମହିଳା ଫିଫା ବିଶ୍ୱକପ୍‌ । କଳିଙ୍ଗ ଷ୍ଟାଡିୟମରେ ହେବ କମ୍ପନ । ସାରା ରାଜ୍ୟରେ ଏବେ ଫିଫା ଫିବର୍ । ଆଜି ଉଦଘଟାନୀ ଦିବସରେ 3ଟି ମ୍ୟାଚ ରହିଛି । ତେବେ ସଂଧ୍ୟା 8.34 ମିନିଟରେ ଆମରିକାକୁ ଭେଟିବ ଭାରତ । ବ୍ରାଜିଲ ଓ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia