April 30, 2025

ଆଜିଠୁ କମିବ ବର୍ଷାର ପରିମାଣ, ରାଜ୍ୟରେ ସ୍ୱାଭାବିକ ବର୍ଷା ତୁଳନାରେ ୫% ଅଧୀକ

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ କମିବ ଲଘୁଚାପ ବର୍ଷାର ପରିମାଣ । ସକ୍ରିୟ ମୌସୁମୀ ପାଇଁ ୨ ଦିନ ଯାଏଁ ରାଜ୍ୟର କିଛି ଅଞ୍ଚଳରେ ହୋଇପାରେ ବର୍ଷା । ଦକ୍ଷିଣ ଛତିଶଗଡ଼ ଓ ସଂଲଗ୍ନ ମଧ୍ୟପ୍ରଦେଶ ଓ ବିଦର୍ଭ ଉପରେ ରହିଥିବା ଅବପାତ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଧିରେ ଧିରେ ଦୁର୍ବଳ ହେଉଛି । ବର୍ତ୍ତମାନ ଏହା ଦକ୍ଷିଣପୂର୍ବ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia