April 21, 2025

ଆଜି ସାବିତ୍ରୀ ବ୍ରତ: ସ୍ବାମୀର ଦୀର୍ଘାୟୁ ପାଇଁ ପତ୍ନୀଙ୍କର ନିର୍ଜଳ ଓଷା

ଭୁବନେଶ୍ବର: ଆଜି ପବିତ୍ର ସାବିତ୍ରୀ ବ୍ରତ। ସଧବା ନାରୀଙ୍କ ପାଇଁ ଆଜିର ଦିନଟି ଖୁବ ଗୁରୁତ୍ବପୂର୍ଣ୍ଣ । ସ୍ବାମୀଙ୍କ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିଥାନ୍ତି ସ୍ତ୍ରୀ । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ବ୍ରତ ପାଳିଛନ୍ତି ପତ୍ନୀ । ପରମ୍ପରା ଅନୁସାରେ ବିବାହିତା ମହିଳାମାନେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia