April 21, 2025

ଆଜି ଟିଏମସିରେ ଯୋଗ ଦେଇପାରନ୍ତି କଂଗ୍ରେସ ନେତା କିର୍ତ୍ତୀ ଆଜାଦ

ନୂଆଦିଲ୍ଲୀ : କଂଗ୍ରେସ ଦଳକୁ ଆଜି ଏକ ବଡ଼ ଝଟକା ଲାଗିପାରେ । ଦଳର ବରିଷ୍ଠ ନେତା କିର୍ତ୍ତୀ ଆଜାଦ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇପାରନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦିଲ୍ଲୀ ଗସ୍ତରେ ଅଛନ୍ତି, ଏଭଳି ପରିସ୍ଥିତିରେ କିର୍ତ୍ତୀ ଆଜାଦ ତାଙ୍କ ଉପସ୍ଥିତିରେ ଟିଏମସିରେ ଯୋଗଦେଇପାରନ୍ତି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia