April 22, 2025

ଆଜାଦଙ୍କ ସହ ଖୁବ୍ ଶୀଘ୍ର ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କୁ ଭେଟିବେ ଜି -23 ନେତା

ନୂଆଦିଲ୍ଲୀ : ନିକଟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କଂଗ୍ରେସକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଏପରିକି ପଞ୍ଜାବରେ କଂଗ୍ରେସ ହାତରେ ଥିବା ଶାସନ ଗାଦି ମଧ୍ୟ ଚାଲିଯାଇଛି । କିଛି ଦିନ ପୂର୍ବରୁ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ର ଏକ ବୈଠକ ଅନୁଷ୍ଠିତ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia