April 22, 2025

ଆଜମ ଖାନଙ୍କ ସମର୍ଥନରେ ଇସ୍ତପା ଦେଲେ ସମାଜବାଜୀ ପାର୍ଟି ନେତା, ଅଖିଳେଶଙ୍କୁ କଲେ ଟାର୍ଗେଟ୍

ସୁଲତାନପୁର : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ପରେ ଏବଂ ବର୍ତ୍ତମାନ ଉତ୍ତର ପ୍ରଦେଶ ଏମଏଲସି ନିର୍ବାଚନରେ ସମାଜବାଦୀ ଦଳର ନେତାମାନେ ସେମାନଙ୍କ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଦେଖାଯାଉଛି । ଆଉ ଜଣେ ବଡ ନେତା ଆଜମ ଖାନଙ୍କ ସମର୍ଥନରେ ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia