April 20, 2025

ଅମିତ ଶାହଙ୍କୁ ସାକ୍ଷାତ କଲେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର

ନୂଆଦିଲ୍ଲୀ: ସମସ୍ତ କଲ୍ପନା ଜଳ୍ପନାର ଅନ୍ତ କରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆଜି ବରିଷ୍ଠ ବିଜେପି ନେତା ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ସନ୍ଧ୍ୟା ପ୍ରାୟ ୬ଟା ବେଳେ କ୍ୟାପଟେନ ସିଂହ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଗୃହରେ ସାକ୍ଷାତ ପାଇଁ ପହଞ୍ଚି ଥିଲେ।    ମୁଖ୍ୟମନ୍ତ୍ରୀ ପଦବୀରୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia