April 20, 2025

ଅବକାରୀ ନୀତି ମାମଲାରେ ମନୀଷଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଲାଗିଛି ବଡ଼ ଝଟକା । ଏହି ମାମଲାରେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଜାମିନ ପ୍ରତ୍ୟାଖ୍ୟାନ ଆଦେଶକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ପୂର୍ବତନ ମନ୍ତ୍ରୀ କହିଛନ୍ତି । ମନୀଷ ସିସୋଦିଆ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ।

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia