April 20, 2025

YSR କଂଗ୍ରେସ-ଟିଡିପି ମଧ୍ୟରେ ଉତ୍ତେଜନା, ଆନ୍ଧ୍ରରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଦାବି କଲେ ପୂର୍ବତନ ସିଏମ ଚନ୍ଦ୍ରବାବୁ

ଅମରାବତୀ : ଆନ୍ଧ୍ରପ୍ରଦେଶରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଛି । YSR କଂଗ୍ରେସ ଦଳ ବିରୋଧୀ ଦଳ ଟିଡିପିର କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିବା ସହ ଅନେକ ନେତାଙ୍କୁ ଗିରଫ କରିବା ଅଭିଯୋଗ ପରେ ଗୁରୁବାର ଦିନ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia