April 21, 2025

Year Ender 2021: ଜାଣନ୍ତୁ, ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଭାରତୀୟ ଚଳଚ୍ଚିତ୍ରର ନାମ ?

Most Searched Movie on Google 2021: ଅନେକ ଉତ୍ଥାନ-ପତନ ସହିତ ଶେଷ ପର୍ଯ୍ୟୟରେ ବର୍ଷ 2021 । ଚଳିତ ବର୍ଷ ମନୋରଞ୍ଜନ ଜଗତରେ ମଧ୍ୟ ସମାନ ଅସ୍ଥିରତା ଦେଖା ଦେଇଥିଲା । ପ୍ରେକ୍ଷାଳୟଗୁଡ଼ିକ ଅଧିକାଂଶ ସମୟ ବନ୍ଦ ରହିଲା । ମାତ୍ର ସିନେମା ହଲ ଖୋଲିବା ପରେ ମଧ୍ୟ କରୋନା ମହାମାରୀ ଭୟରେ ଲୋକେ ହଲକୁ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia