April 22, 2025

Uttarakhand Election 2022 : ବିଜେପି ପ୍ରକାଶ କଲା ପ୍ରଥମ ପ୍ରାର୍ଥୀ ତାଲିକା, ଖଟିମାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଧାମୀ

ଦେହରାଡୁନ୍ : ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଉତ୍ତରାଖଣ୍ଡର 70 ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଫେବୃଆରୀ 14ରେ ମତଦାନ ଅନୁଷ୍ଠିତ ହେବ । ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀଙ୍କ ଆସନ ମଧ୍ୟ ଚୂଡ଼ାନ୍ତ ହୋଇଛି । ତାଲିକା ଅନୁଯାୟୀ,

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia