April 22, 2025

Uttar Pradesh 5th Phase Election : ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ପଞ୍ଚମ ପର୍ଯ୍ୟାୟ ମତଦାନ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଚାଲିଥିବା ବିଧାନସଭା ନିର୍ବାଚନର ପଞ୍ଚୟ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତା କାଲି(ରବିବାର) ହେବ ମତଦାନ । ଏହି ପର୍ଯ୍ୟାୟରେ ରାଜ୍ୟର 12 ଜିଲ୍ଲାର ମୋଟ 61 ଆସନ ପାଇଁ ଭୋଟ୍ ଗ୍ରହଣ ହେବ । 64 ଆସନ ପାଇଁ ବିଭିନ୍ନ ଦଳରୁ ମୋଟ 692 ଜଣ ପ୍ରାର୍ଥୀଙ୍କ ମଧ୍ୟରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia