April 20, 2025

UP ନିର୍ବାଚନ 2022 : ଅଖିଳେଶଙ୍କ ସହ ହାତ ମିଳାଇଲେ ଓପି ରାଜଭର, ଏସପି କହିଛି – ୟୁପିରେ ବିଜେପି ସଫା !

ଲକ୍ଷ୍ନୌ : ସୁହେଲଦେବ ଭାରତୀୟ ସମାଜ ପାର୍ଟି (ସୁଭାସପା) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ବର୍ତ୍ତମାନ ସମାଜବାଦୀ ପାର୍ଟି ସହ ହାତ ମିଳାଇଛନ୍ତି । ସମାଜବାଦୀ ପାର୍ଟି ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ସମାଜବାଦୀ ପାର୍ଟି ପକ୍ଷରୁ ଅଖିଳେଶ ଯାଦବ ଏବଂ ଓମ ପ୍ରକାଶ ରାଜଭରଙ୍କ ଫଟୋକୁ ଏହାର ଅଫିସିଆଲ ଟ୍ୱିଟର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia