April 22, 2025

UP Election 2022 : ରାହୁଲ ଗାନ୍ଧୀଙ୍କ ଉପରେ ପୁଣି ବର୍ଷିଲେ ରାଜନାଥ ସିଂହ, କହିଲେ -‘ସେ ଚୀନ୍ ଉପରେ ବିଶ୍ୱାସ କରନ୍ତି’

ମଥୁରା : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଦଳ ପାଇଁ ପ୍ରଚାର କରିବାକୁ ଭେଟେରାନ ବିଜେପି ନେତାମାନେ ଅଣ୍ଟା ଭିଡିଛନ୍ତି । ‘ମିଶନ୍ ୟୁପି 2022’ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛି । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ମଥୁରାରେ ନିର୍ବାଚନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia