April 22, 2025

UP Election 2022 : ବିନା ନମ୍ବର ପ୍ଲେଟ୍ କାରରୁ ମିଳିଲା ଇଭିଏମ୍ ମେସିନ୍

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ କୈରାନା ଠାରେ କିଛି ଇଭିଏମ୍ ମେସିନ୍ ମିଳିବା ମାମଲା ସାମ୍ନାକୁ ଆସିଛି । ସାମଲି ଜିଲ୍ଲାର କୈରାନା ବିଧାନସଭା କ୍ଷେତ୍ରରେ ସମାଜବାଦୀ ପାର୍ଟିର ଲୋକମାନେ ବିନା ନମ୍ବର ପ୍ଲେଟରେ ଗାଡିରେ ଇଭିଏମ୍ ପାଇଥିବାର ଦାବି କରିଛନ୍ତି । ଏହା ପରେ କୈରାନାର ବିଧାୟକଙ୍କ ଭଉଣୀ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia