April 21, 2025

UP ELECTION 2022: ଅଖିଳେଶଙ୍କ ଘୋଷଣା, ପ୍ରଗତିଶୀଳ ସମାଜବାଦୀ ପାର୍ଟି ସହ ହେବ ଗଠବନ୍ଧନ, ଶିବପାଲଙ୍କୁ ମିଳିବ ପୂର୍ଣ୍ଣ ସମ୍ମାନ

ଇଟାୱା : ସମାଜବାଦୀ ପାର୍ଟିର ରାଷ୍ଚ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଶେଷରେ ଦାଦା ଶିବପାଲ ଯାଦବଙ୍କ ଦଳ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସହ ଗଠବନ୍ଧନକୁ ନେଇ ନିରବତା ଭାଙ୍ଗିଛନ୍ତି । ଆସନ୍ତା ବିଧାନସଭା ନିର୍ବାଚନରେ ସପା – ପ୍ରସପା ସହ ମେଣ୍ଟ କରିବ ବୋଲି ଅଖିଳେଶ ବୁଧବାର ସ୍ପଷ୍ଟ କରିଛନ୍ତି । ସେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia