April 22, 2025

UP Assembly Election : ବିଜେପି ବିଧାୟକ ସୁରେନ୍ଦ୍ର ସିଂହଙ୍କ କଟିଲା ଟିକେଟ୍, ନିର୍ଦଳୀୟ କରିବେ ପ୍ରତିଦ୍ୱନ୍ଦ୍ୱିତା

ବଲିଆ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ରବିବାର ରାତିରେ 45 ଜଣ ପ୍ରାର୍ଥୀଙ୍କ 8 ତମ ତାଲିକା ପ୍ରକାଶ କରିଛି । ନୂତନ ତାଲିକାରେ ବଲିଆର ବୈରିଆରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂହଙ୍କ ଟିକେଟ କଟାଯାଇଛି । ଦଳ ବୈରିଆ ବିଧାନସଭା ଆସନରୁ ବଲିଆ ନଗରର ବିଧାୟକ ତଥା ମନ୍ତ୍ରୀ ସ୍ୱରୂପ ଶୁକ୍ଲାଙ୍କୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia