April 22, 2025

UP Assembly Election 2022 : ବଢୁଛି ବିଜେପିର ସମସ୍ୟା, ପୁଣି ଇସ୍ତଫା ଦେଲେ ତିନି ବିଧାୟକ

ଲକ୍ଷ୍ନୌ : ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଗୋଟିଏ ପରେ ଗୋଟିଏ ଶକ୍ତ ଝଟକା ଲାଗୁଛି । ପ୍ରତିଦିନ ବିଧାୟକ ଦଳ ଛାଡ଼ିବା ସହ ଉତ୍ତର ପ୍ରଦେଶ ବିଜେପି ଦୁର୍ବଳ ହେବାରେ ଲାଗିଛି । ଆଜି ମନ୍ତ୍ରୀ ଧରମ ସିଂହ ସାଇନି ଆଜି ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି । ଧରମ ସିଂହ ସାଇନି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia