April 22, 2025

UP Assembly Election 2022 : କଳ୍ପନାଜଳ୍ପନାର ଅନ୍ତ କଲା ବିଜେପି, ଜାରି କଲା 107 ପ୍ରାର୍ଥୀ ତାଲିକା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ନିର୍ବାଚନୀ ବିଗୁଲ । ମୁଖ୍ୟ ନିର୍ବାଚନ କମିଶନ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ପରେ ସମସ୍ତଙ୍କ ନଜର ରହିଥିଲା ବିଜେପିର ପ୍ରାର୍ଥୀ ତାଲିକା ଉପରେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆସନକୁ ନେଇ ଏନେକ ଅଟକଳ ଲଗାଯାଉଥିଲା । ଏହି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia