April 20, 2025

UCC କାର୍ଯ୍ୟକାରୀ କରିବା ଧାରା 370 ରଦ୍ଦ କରିବା ଭଳି ସହଜ ନୁହେଁ: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ : ସାରା ଦେଶରେ ବର୍ତ୍ତମାନ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାକୁ ବିଜେପି ସରକାର ଜୋର୍ ଦେଉଛି । ଏନେଇ ସରକାରଙ୍କ ସପକ୍ଷରେ କେତେକ ଦଳ ମତ ବାଢିଥିବା ବେଳେ ଆଉ କିଛି ଦଳ ଏହାକୁ ବିରୋଧ କରୁଛନ୍ତି । ଏହି ସମୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଗଣତାନ୍ତ୍ରିକ ପ୍ରଗତିଶୀଳ ଆଜାଦ ପାର୍ଟିର ସଭାପତି

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia