April 24, 2025

Snana Yatra 2022 Live: ଦେଖନ୍ତୁ, ସ୍ନାନ ମଣ୍ଡପରୁ ଶ୍ରୀଜିଉଙ୍କ ସ୍ନାନଯାତ୍ରାର ଲାଇଭ୍ ଅପଡେଟ୍

Snana Yatra 2022 Live: ସ୍ନାନଯାତ୍ରାର ଲାଇଭ୍ ଅପଡେଟକୁ ସ୍ୱାଗତ । ସ୍ନାନ ମଣ୍ଡପରୁ ଶ୍ରୀଜିଉଙ୍କ ପବିତ୍ର ସ୍ନାନ ଯାତ୍ରାର ଟିକିନିକି ଅପଡେଟ୍ ଜାଣିବା ପାଇଁ “ୱାନଇଣ୍ଡିଆ ଓଡିଆ” ସହ ଯୋଡି ହୋଇ ରୁହନ୍ତୁ । ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କ ହେବ ଜଳାଭିଷେକ । ଏନେଇ ନୀତି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia