April 20, 2025

Salaar Teaser: ସବୁ ରେକର୍ଡ ଭାଙ୍ଗିଲା ‘ସାଲାର’ ଟିଜର, ଫ୍ୟାନ୍ସଙ୍କ ହୋସ ଉଡ଼ାଇଲା ପ୍ରଭାସଙ୍କ ଏଣ୍ଟ୍ରି

Salaar Teaser: ରିଲିଜ ହେଲା ବହୁ ଚର୍ଚ୍ଚିତ ଫିଲ୍ମ ସଲାର (Salaar)ର ଟିଜର । ସକାଳ ୫ଟା ୧୨ରେ ରିଲିଜ ହୋଇଛି ଟିଜର । ହୋମବେଲ୍ ଫିଲ୍ମର ଅଫିସିଆଲ ୟ୍ୟୁଟୁବ ଚ୍ୟାନେଲରେ ଟିଜରକୁ ରିଲିଜ କରାଯାଇଛି । ତେବେ ‘ସାଲାର’ର ଏହି ଜବରଦସ୍ତ ଟିଜର ରିଲଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ବେଶ ଭାଇରାଲ୍

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia