April 22, 2025

‘RRR’ ପାଇଁ କେତେ ଫିସ୍ ନେଇଛନ୍ତି ଅଜୟ ଏବଂ ଆଲିଆ? ଜାଣିଲେ, ଚମକି ପଡିବେ…

ମୁମ୍ବାଇ: ବାହୁବଳୀ ଖ୍ୟାତି ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ଆଗାମୀ ଫିଲ୍ମ ‘RRR’ ଚଳିତ ବର୍ଷ ଆସିବାକୁ ଥିବା ସବୁଠାରୁ ବଡ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ । ଏହି ଚଳଚ୍ଚିତ୍ରରେ ସାଉଥ୍ ଇଣ୍ଡଷ୍ଟ୍ରିର ଜୁନିୟର ଏନଟିଆର (Jr NTR) ଏବଂ ରାମ ଚରଣ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ ହିନ୍ଦୀ ସିନେମା ଅଭିନେତା ଅଜୟ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia