April 22, 2025

Rath Yatra 2022 Live Update: ଆସନ୍ତାକାଲି ରଥଯାତ୍ରା, ଭକ୍ତ-ଭଗବାନଙ୍କ ହେବ ମହାମିଳନ

ନମସ୍କାର, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଲାଇଭ ଅପଡେଟକୁ ଆପଣଙ୍କୁ ସ୍ୱାଗତ୍। ଏଠାରେ ପଢନ୍ତୁ ଘୋଷ ଯାତ୍ରାଠୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପ୍ରତି ମୁହୁର୍ତ୍ତର ଟିକିନିକି ଅପଡେଟ୍ । ଆମେ ଦେଖାଇବୁ ରଥଯାତ୍ରାର ଲାଟେଷ୍ଟେ ଭିଡ଼ିଓ, ଫଟୋ । ରଥଯାତ୍ରାର ଟିକିନିକି ଖବର ଜାଣିବା ପାଇଁ ଯୋଡି ହୋଇ ରୁହନ୍ତୁ “ୱାନଇଣ୍ଡିଆ ଓଡିଆ” ସହ…

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia