April 21, 2025

Rajya Sabha Elections 2022 Live : ଆସନ୍ତାକାଲି ହେବ ନିର୍ବାଚନ, କେତେ ରାଜ୍ୟରେ ରୋଚକ ସ୍ଥିତି

ନୂଆଦିଲ୍ଲୀ : ଆସନ୍ତାକାଲି ଅନୁଷ୍ଠିତ ହେବେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ । 57 ଟି ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ନିର୍ବାଚନ ଆୟୋଗ । ଏଥିମଧ୍ୟରୁ 41 ଜଣ ପ୍ରାର୍ଥୀ ବିନା ନିର୍ବାଚନରେ ବିଜୟୀ ହୋଇଥିବାବେଳେ 16 ଟି ଆସନରେ ହେବ ନିର୍ବାଚନ । ଏହାକୁ ନେଇ ମହାରାଷ୍ଟ୍ର, ରାଜସ୍ଥାନ,

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia