April 22, 2025

Panchayat Election 2022 Result Live: ଆସନ୍ତାକାଲି ପଞ୍ଚାୟତ ଫଳାଫଳ, ସକାଳ 8ରୁ ଗଣତି

Panchayat Election 2022 Result Live: ଓଡିଶା ପଞ୍ଚାୟତ ନିର୍ବାଚନ ଫଳାଫଳ ଲାଇଭ ଅପଡେଟକୁ ଆପଣଙ୍କୁ ସ୍ବାଗତ୍ । ଭୋଟ୍ ଗଣନାଠୁ ଚୁଡାନ୍ତ ଫଳାଫଳ ଅବା ବିଭିନ୍ନ ଜୋନରେ ଲିଡିଂ… ପ୍ରତି ଅପଡେଟ୍ ଆମେ ଦେବୁ ଆପଣଙ୍କୁ । ପଞ୍ଚାୟତ ଫଳାଫଳର ଟିକିନିକି ଅପଡେଟ୍ ପାଇଁ “ୱାନଇଣ୍ଡିଆ ଓଡ଼ିଆ” ପେଜ୍ କୁ ରିଫ୍ରେସ କରନ୍ତୁ । 

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia