April 22, 2025

OTT ପ୍ଲାଟଫର୍ମରେ ଧମାଲ ମଚାଇବ ଆଶ୍ରମ ସିଜନ 3

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବଲିଉଡ ଅଭିନେତା ବବି ଦେଓଲଙ୍କ ୱେବ୍ ସିରିଜ୍ ‘ଆଶ୍ରମ’ ସିଜନ 3 । ସିଜନ୍ 2 ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଛି ଏବଂ ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ‘ଆଶ୍ରମ ସିଜନ୍ 3’ କୁ ଅପେକ୍ଷା କରିଛନ୍ତି । ତେବେ ରିଲିଜ ହୋଇଛି ଏହାର ଟ୍ରେଲର। ଟ୍ରେଲରରେ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia