April 22, 2025

ORISSA ନୂହେଁ ODISHA ହାଇକୋର୍ଟ କରିବାକୁ ରାଜ୍ୟସଭାରେ ଦାବି ରଖିଲା ବିଜେଡି଼

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ନାମ ବଦଳାଇବା ପାଇଁ ଆଇନ ପ୍ରଣୟନ କରିବାକୁ ବିଜୁ ଜନତା ଦଳ (ବିଜେଡି) ଦାବି କରିଛି। କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବୁଧବାର ଦିନ ରାଜ୍ୟସଭାରେ ଶୂନ୍ୟକାଳରେ ରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟର ନାମ ପୂର୍ବରୁ ORISSAରୁ ODISHAରେ ପରିବର୍ତ୍ତନ ହୋଇସାରିଛି।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia