April 19, 2025

OMG 2କୁ ନେଇ ଚର୍ଚ୍ଚାରେ ଅକ୍ଷୟ କୁମାର, ଏହି ତାରିଖରେ ରିଲିଜ୍ ହେବ ଫିଲ୍ମ

OMG 2 Teaser Release date: ବଲିଉଡର ଖିଲାଡି କୁମାର ଆଜିକାଲି ନିଜ ଆଗାମୀ ଚଳଚ୍ଚିତ୍ର OMG 2କୁ ନେଇ ଚର୍ଚ୍ଚାରେ ଅଛନ୍ତି ।  ନିକଟରେ ଅଭିନେତା ଫିଲ୍ମର ପୋଷ୍ଟର ରିଲିଜ କରିଥିଲେ । ବର୍ତ୍ତମାନ ଏକ ଭିଡିଓ ସେୟାର କରି ପ୍ରଶଂସକଙ୍କୁ ଫିଲ୍ମର ଟିଜର ରିଲିଜ୍ ତାରିଖ ବିଷୟରେ ସୂଚନା ଦେଇଛନ୍ତି । ଅକ୍ଷୟ କୁମାର

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia