April 20, 2025

Odisha Corona: ୨୪ ଘଣ୍ଟାରେ ୫୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ସାମାନ୍ୟ ବଢିଲା ଦୈନିକ ସଂକ୍ରମଣ । ଗତକାଲି ସଂଖ୍ୟା ୪୪୪ ଥିବା ବେଳେ ଆଜି ପାଞ୍ଚଶହ ଉପରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୪ ଜଣ ପିଲା ରହିଛନ୍ତି । ଯେଉଁମାନେ କି ଶୂନରୁ ୧୮ ବର୍ଷ ବୟସ ବର୍ଗରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia