April 22, 2025

Odisha Budget 2022-23 Live: ଆସନ୍ତାକାଲିଠୁ ରାଜ୍ୟ ବଜେଟ୍

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ । ଚଳିତ ବଜେଟ ଅଧିବେଶନ ବି ସଂପୂର୍ଣ୍ଣ କୋଭିଡ କଟକଣାରେ ବିଧାନସଭା ଚାଲିବ । ବିଧାନସଭାର କାର୍ଯ୍ୟସୂଚୀ ଅନୁସାରେ ମୁଖ୍ୟ ବିରୋଧି ବିଜେପି ୩ଟି ମୁଲତବୀ ପ୍ରସ୍ତାବ ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୫, ୨୬ ଓ ୨୮ ତାରିଖ ୩

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia