April 22, 2025

Live Updates: ପରଲୋକରେ ଭାରତ ରତ୍ନ ଲତା ମଙ୍ଗେସକର

ମୁମ୍ବାଇ: ପରଲୋକରେ ସ୍ୱର ସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ଆଖି ବୁଜିଲେ ଲତା ଦିଦି । ସାରା ଦେଶରେ ଶୋକର ଛାୟା । ‘ଭାରତ ରତ୍ନ’ ପୁରସ୍କାର ପ୍ରାପ୍ତ ଭେଟେରାନ ଗାୟକ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଲତା

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia