ମୁମ୍ବାଇ: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଜାତୀୟ ଟେଲିଭିଜନ ରିଆଲିଟି ଶୋ’ରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ନେଇ ଆଲୋଚନା । ପ୍ରଶଂସା କଲେ ଅମିତାଭ ବଚ୍ଚନ । ସୋନୀ ଟିଭିରେ ପ୍ରସାରିତ ହେଉଥିବା କୌନ୍ ବନେଗା କରୋଡପତିରେ ପଚାର ଗଲା ପଦ୍ମଶୀ ସୁଦର୍ଶନ ପଟ୍ଟନାୟକଙ୍କ କାଳାକୃତିକୁ ନେଇ ପଚାରା ଗଲା ପ୍ରଶ୍ନ । {image-kbc-question-1662539203.jpg
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Satellite-tagged amur falcon completes 4,000 km journey to Odisha
Ex-BF held, juvenile detained for killing teen in Ganjam
Acting VC takes charge at CUO