April 21, 2025

Cyclone Jawad: ‘ଜୱାଦ’ ର ଅର୍ଥ କ’ଣ ? କିଏ ଦେଲା ଏମିତି ନାଁ ?

ନୂଆଦିଲ୍ଲୀ: ଆସୁଛି ବାତ୍ୟା ‘ଜୱାଦ’ । ଡିସେମ୍ବରରେ ଆସୁଛି ବାତ୍ୟା । ପାଖାପାଖି 119 ବର୍ଷ ପରେ ଓଡିଶାରେ ଡିସେମ୍ବର ମାସରେ କୌଣସି ବାତ୍ୟା ଆସୁଛି । ତେବେ ଏହି ବାତ୍ୟାର ‘ଜୱାଦ’ କାହିଁକି । ‘ଜୱାଦ’ ର ଅର୍ଥ କଣ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଆମେ ଦେବୁ ଆପଣଙ୍କୁ… ସୂଚନାଥାଉ କି,

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia