Chandrayaan 3 : ମିଶନ ପୂର୍ବରୁ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ୍, ଜାଣନ୍ତୁ କାହିଁକି ?

Chandrayaan 3 : All construction work ban ahead of mission launch । ତାମିଲନାଡୁର ଟେଲିକମ୍ ଜଙ୍ଗଲ ବିଭାଗ ଏହାର ଉତକ୍ଷେପଣକୁ ଦୃଷ୍ଟିରେ ରଖି କୌଣସି ପ୍ରକାର ଖନନ କାର୍ଯ୍ୟ ଉପରେ ରୋକ୍ ଲଗାଇଛି ।