April 22, 2025

Cabinet Reshuffle : ଆନ୍ଧ୍ରରେ ଭାଙ୍ଗିଲା କ୍ୟାବିନେଟ୍, ଜଗନ୍ ମୋହନ ରେଡ୍ଡୀଙ୍କୁ ଇସ୍ତଫା ପତ୍ର ଦେଲେ ସମସ୍ତ ମନ୍ତ୍ରୀ

ହାଇଦ୍ରାବାଦ : ଆନ୍ଧ୍ରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଗୁରୁବାର ଦିନ ସମସ୍ତ ମନ୍ତ୍ରୀ ବୈଠକ କରିବା ପରେ ସଚିବାଳୟରେ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀଙ୍କୁ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ଏହାପରେ ଏଠାରେ କ୍ୟାବିନେଟ୍ ଭଙ୍ଗ ହୋଇଛି । ଆପଣଙ୍କୁ କହି ରଖୁଛୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia