April 30, 2025

Breaking: ଚିଙ୍ଗୁଡି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍, ୪୦ରୁ ଅଧିକ ଶ୍ରମିକ ଗୁରୁତର

ବାଲେଶ୍ୱର: ସ୍ଥାନୀୟ ଖନ୍ତାପଡ଼ା ଥାନା ଅଞ୍ଚଳରେ ଥିବା ଥାଇଲାଣ୍ଡ ଏଗ୍ରୋ ଚିଙ୍ଗୁଡ଼ି ପ୍ଲାଣ୍ଟରେ ଅଘଟଣ । ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ୪୦ରୁ ଅଧିକ ଶ୍ରମିକ ଗୁରୁତର ହୋଇ ପଡିଛନ୍ତି । ଗୁରୁତରଙ୍କୁ ଖନ୍ତପଡା ଓ ବାଲେଶ୍ୱର ମେଡିକାଲରେ ଭର୍ତ୍ତି । କେଉଁ କାରଣରୁ ଗ୍ୟାସ୍ ଲିକ ହେଲା ତାହା ଜଣାପଡ଼ି ନାହିଁ ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia