April 22, 2025

BJP Foundation Day : କ’ଣ ଥିଲା ବିଜେପିର ରୂପରେଖ, କିପରି ଗଠନ ହେଲା ବିଜେପି ?

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ଶୂନରୁ ଶିଖରରେ ପହଞ୍ଚିବା ଭାରତୀୟ ରାଜନୀତିରେ ଏକ ଐତିହାସିକ ଘଟଣା । 137 ବର୍ଷ ପୁରୁଣା କଂଗ୍ରେସ ପରେ ବିଜେପି ହେଉଛି ଏକମାତ୍ର ଦଳ ଯିଏକି ଭାରତ ନିର୍ବାଚନରେ 2014ରେ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଯଦିଓ 1977 ମସିହାରେ ଜନତା ପାର୍ଟି ଜିତିଥିଲା, କିନ୍ତୁ ଅନେକ ଦଳର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia