April 22, 2025

Assembly Election 2022 : କାଲି ହେବ ଉତ୍ତରପ୍ରଦେଶ ତୃତୀୟ ପର୍ଯ୍ୟାୟ, ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ପାଇଁ ହେଉଥିବା ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ କାଲି ହେବ ଭୋଟ୍ ଗ୍ରହଣ । ଏହା ସହିତ ପଞ୍ଜାବର ସମସ୍ତ 117 ଆସନ ପାଇଁ ମଧ୍ୟ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଦେବେ ସାଧାରଣ ଜନତା । ଆସନ୍ତାକାଲି ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia