April 21, 2025

23ଟି ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷ ପଦ ରଦ୍ଦ

ଭୁବନେଶ୍ବର: 23ଟି ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷ ପଦ ରଦ୍ଦ କଲେ ରାଜ୍ୟ ସରକାର । ସେହିପରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ମଧ୍ୟ ରଦ୍ଦ ହୋଇଛି । ବିଭିନ୍ନ ନିଗମ ପାଇଥିବା ନେତା ଇଶ୍ୱର ପାଣିଗ୍ରାହୀ, ଦେବାଶିଷ ମହାନ୍ତି ପ୍ରଭାତଦ୍ୱିତ ମିଶ୍ର, ଆସୀତ ପଟ୍ଟନାୟକଙ୍କ ପଦ ରଦ୍ଦ ହୋଇଛି । ସେହିପରି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia