April 20, 2025

2024 ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି, ଓଡ଼ିଶା ଉପରେ ରହିଛି ଫୋକସ୍

ଗୌହାଟୀ : 2024 ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ଏ ନେଇ ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର 12 ଟି ରାଜ୍ୟର ବରିଷ୍ଠ ବିଜେପି ନେତାମାନେ ଜୁଲାଇ 6 ରେ ଗୌହାଟୀରେ ବୈଠକ କରିଛନ୍ତି । ଏଥିରେ 2024 ଲୋକସଭା ନିର୍ବାଚନର ରଣନୀତି ଉପରେ ଆଲୋଚନା କରାଯାଇଛି । ଏଥର

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia