April 22, 2025

’15 ବର୍ଷରେ ହେବ ଅଖଣ୍ଡ ଭାରତ’, ଭାଗବତଙ୍କ ବିବୃତ୍ତିରେ ରାଉତଙ୍କ ଜବାବ୍, ‘ବର୍ଷ ନୁହେଁ, 15 ଦିନରେ PoK କୁ ଯୋଡନ୍ତୁ’

ନୂଆଦିଲ୍ଲୀ : ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ 15 ବର୍ଷ ମଧ୍ୟରେ ଭାରତ ଏକ ଅଖଣ୍ଡ ରାଷ୍ଟ୍ରରେ ପରିଣତ ହେବ । ଉତ୍ତରାଖଣ୍ଡର ହରିଦ୍ୱାରରେ ମୋହନ ଭାଗବତ କହିଛନ୍ତି ଯେ ସନାତନ ଧର୍ମ ହେଉଛି ହିନ୍ଦୁ ରାଷ୍ଟ୍ର । 15 ବର୍ଷରେ ଭାରତ ପୁଣିଥରେ ଅଖଣ୍ଡ ଭାରତ ହେବ ଏବଂ ଆମେ ଏସବୁକୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia