April 21, 2025

12 ସାଂସଦଙ୍କ ନିଲମ୍ବନ ଉପରେ କହିଲେ ରାହୁଲ ଗାନ୍ଧୀ, ‘କ୍ଷମା ମାଗିବେ ନାହିଁ, ଆସନ୍ତାକାଲିଠାରୁ ଆରମ୍ଭ ହେବ ଧାରଣା’

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଥିଲା । ଏହାର ପ୍ରତମ ଦିନରେ ରାଜ୍ୟସଭା ଅଧ୍ୟକ୍ଷ ଏହି ଅଧିବେଶନ ପାଇଁ 12 ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରିଥିଲେ । ମୌସୁମୀ ଅଧିବେଶନରେ ହଙ୍ଗାମା କରିଥିବା ଅଭିଯୋଗରେ ଏପରି କରାଯାଇଛି । ସମସ୍ତ ନିଲମ୍ବିତ ସାଂସଦ ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କୁ ଭେଟି କ୍ଷମା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia