April 20, 2025

‘ୱାନଖେଡେଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ପୂର୍ବତନ ସିଏମ୍, କରୁଥିଲେ ଟଙ୍କା ଲୁଟ୍’ : ନବାବ ମଲିକ

ମୁମ୍ବାଇ : ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା ପରେ ବିଜେପିର ଦେବେନ୍ଦ୍ର ଫଡନାଭିସ୍ ଏବଂ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ବୁଧବାର ସକାଳେ ସାମ୍ବାଦିକ ସମ୍ମିଲନୀ କରି ଫଡନାଭିସଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ । ସେ କହିଛନ୍ତି ଯେ ‘ମୋ ନିକଟରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia