April 30, 2025

୬ ହଜାର ୮ ଶହଲିଟର ପୋଚ ନଷ୍ଟ କଲା ଅବକାରୀ ବିଭାଗ

ବେଗୁନିଆ : ୬ହଜାର ୮ଶହଲିଟର ପୋଚ ନଷ୍ଟ କଲା ଅବକାରୀ ବିଭାଗ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଞ୍ଚଳରେ ବେଆଇନ ଭାବେ ଦେଶୀ ମଦ କାରବାର ବଢି ଚାଲିଛି । ନିକଟରେ ଥିବା ବରପଦା, କଣ୍ଟାବାଡ଼, ଭୋଗଡା,  ଆଦି ଗ୍ରାମ ଗୁଡିକରେ ମଦ ମାଫିଆ ଦେଶୀ ମଦ ପ୍ରସ୍ତୁତ କରି ଗାଁରେ ବିକ୍ରିବଟା କରୁଥିଲେ । ଏହା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia