April 20, 2025

‘୫୦ ହଜାରରୁ ଅଧିକ ଭୋଟରେ ଜିତିବେ ଦୀପାଳି’

ଭୁବନେଶ୍ୱର: ଦୀପାଳିଙ୍କ ପାଇଁ ପ୍ରମିଳାଙ୍କ ଦମ୍ଭୋକ୍ତି । ୫୦ ହଜାରରୁ ଅଧିକ ଭୋଟରେ ଜିତିବେ ଦୀପାଳି । ବିଜେଡିକୁ ମିଳିବ ବିପୁଳ ବିଜୟ । ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରତିକ୍ରିୟା ବିଜେଡି ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ, ଦିପାଳୀ ଜଣେ

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia