ଭୁବନେଶ୍ୱର: ଗକକାଲି ଅପେକ୍ଷା ଆଜି ସାମାନ୍ୟ ବଢିଛି ଦୈନିକ ସଂକ୍ରମଣ । ଗତକାଲି ୪୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ଆଉ ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୭୭ ଜଣ ପିଲା ରହିଛନ୍ତି । ଯେଉଁମାନେ କି ଶୂନରୁ ୧୮ ବର୍ଷ ବୟସ ବର୍ଗର। {image-covid19-1606983060.jpg
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Sudarsan Pattnaik honoured by CM
4 held for burglary
Govt nod to 2nd industrial security force battalion