April 25, 2025

୨୦୨୩ ସୁଦ୍ଧା କୋଟିଆର ୩୯ଟି ଗ୍ରାମରୁ ଦୂରହେବ ଜଳସଙ୍କଟ

କୋଟିଆ: କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି । ଏହା ମଧ୍ୟରେ କୋଟିଆବାସୀଙ୍କ ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷପ ।ଜଳ ଜୀବନ ମିଶନ ଏହି ଯୋଜନା ମାଧ୍ୟମରେ ଏଥର କୋଟିଆରଘରେ ଘରେ ପହଁଚିବ ପାନୀୟ ଜଳ ।ଯାହାର କାର୍ଯ୍ୟ ହୋଇସାରିଛି ଆରମ୍ଭ । ୨୦୨୩ ସୁଦ୍ଧା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia